ବାଲେଶ୍ୱରରେ ରୋଗୀ ସେବା ଠପ୍

ବାଲେଶ୍ୱରରେ ରୋଗୀ ସେବା ଠପ୍

ବାଲେଶ୍ୱରରେ ରୋଗୀ ସେବା ଠପ୍
ବାଲେଶ୍ୱର: ଜିଲ୍ଳାର ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଦାବିରେ ନର୍ସ ମାନେ ଆନ୍ଦୋଳନ କରି କାର୍ଯ୍ୟ ବନ୍ଦ କରିଛନ୍ତି । ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରରେ ଧାରଣାରେ ବସିଛନ୍ତି । ଏପଟେ ଚିକିତ୍ସାଳୟରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଚିକିତ୍ସାଳୟରେ ରୋଗୀଙ୍କ ସେବା ଠପ୍ ହୋଇଯାଇଛି । ଧାରଣାରୁ ନ ଉଠିଲେ କାର୍ଯ୍ୟାନୁଷ୍ଠାନ ଗ୍ରହର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।