ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା
ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା
admin
Mar 28, 2019 - 05:16
Updated: Mar 28, 2019 - 05:16
ଭୁବନେଶ୍ୱର: ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବାକିଥିବା ୧୨ଟି ଲୋକସଭା ଆସନ ମଧ୍ୟରୁ ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ୩୬ଟି ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ପ୍ରସନ୍ନ ପାଟ୍ଟସାଣୀଙ୍କୁ ରାଜ୍ୟସଭା ପଠାଇବାକୁ ଦଳ ଘୋଷଣା କରିଛନ୍ତି ।
ଲୋକସଭା ନିର୍ବାଚନମଣ୍ଡଳୀ :-
ଭୁବନେଶ୍ୱର ଲୋକସଭା : ଅରୂପ ପଟ୍ଟନାୟକ
ପୁରୀ ଲୋକସଭା : ପିନାକୀ ମିଶ୍ର
ମୟୂରଭଞ୍ଜ ଲୋକସଭା : ଡକ୍ଟର ଦେବାଶିଷ ମାରାଣ୍ଡି
ଜଗତସିଂହପୁର ଲୋକସଭା : ଡକ୍ଟର ରାଜଶ୍ରୀ ମଲ୍ଲିକ
କେନ୍ଦ୍ରାପଡ଼ା ଲୋକସଭା : ଅନୁଭବ ମହାନ୍ତି
ସମ୍ବଲପୁର ଲୋକସଭା : ନଳିନୀ ପ୍ରଧାନ
ବାଲେଶ୍ୱର ଲୋକସଭା : ରବୀନ୍ଦ୍ର ଜେନା
ଯାଜପୁର ଲୋକସଭା : ଶର୍ମିଷ୍ଠା ସେଠୀ
ଭଦ୍ରକ ଲୋକସଭା : ମଞ୍ଜୁଲତା ମଣ୍ଡଳ
ବିଧାନସଭା ନିର୍ବାଚନମଣ୍ଡଳୀ:-
ପରଜଙ୍ଗ: ନୃସିଂହ ଚରଣ ସାହୁ
ଛେଣ୍ଡିପଦା: ସୁଶାନ୍ତ କୁମାର ହେହେରା
ତେଲକୋଇ: ପ୍ରେମାନନ୍ଦ ନାଏକ
କରଞ୍ଜିଆ: ବାସନ୍ତୀ ହେମ୍ବ୍ରୁମ୍
ଭଣ୍ଡାରୀପୋଖରୀ: ପ୍ରଫୁଲ୍ଲ ସାମଲ
ରେମୁଣା : ସୁଧାଂଶୁ ଶେଖର ପରିଡ଼ା
ଚାନ୍ଦବାଲି : ବ୍ୟୋମକେଶ ରାୟ
ସିମୁଳିଆ : ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ଧର୍ମଶାଳା : ପ୍ରଣବ ବଳବନ୍ତରାୟ
ସୁକିନ୍ଦା : ପ୍ରୀତିରଂଜନ ଘଡେ଼ଇ
ପାଟକୁରା : ବେଦପ୍ରକାଶ ଅଗ୍ରୱାଲା
ଆଳି : ପ୍ରତାପ ଦେବ
ମାହାଙ୍ଗା : ପ୍ରତାପ ଜେନା
ସାଲେପୁର : ପ୍ରଶାନ୍ତ ବେହେରା
ବାସୁଦେବପୁର : ବିଷ୍ଣୁଦତ ରାଉତରାୟ
ଘସିପୁରା : ବଦ୍ରି ନାରାୟଣ ପାତ୍ର
ପାଟଣା : ଜଗନ୍ନାଥ ନାଏକ
କେନ୍ଦୁଝର : ମାଧବ ସର୍ଦ୍ଧାର
ଭୋଗରାଇ : ଅନନ୍ତ ଦାସ
ବିଞ୍ଝାରପୁର : ପ୍ରମିଳା ମଲ୍ଲିକ
ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ
ନୟାଗଡ଼ : ଅରୁଣ ସାହୁ
ରଣପୁର : ସତ୍ୟ ନାରାୟଣ ପ୍ରଧାନ
ଏକାମ୍ର : ଅଶୋକ ଚନ୍ଦ୍ର ପଣ୍ଡା
ବଡ଼ମ୍ବା : ଦେବୀପ୍ରସାଦ ମିଶ୍ର
ବାଙ୍କୀ : ଦେବୀରଂଜନ ତ୍ରିପାଠୀ
ଢେଙ୍କାନାଳ : ସୁଧିର ସାମଲ
ହିନେ୍ଦାଳ : ସୀମାରାଣୀ ନାୟକ
କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ
ତାଳଚେର : ବ୍ରଜ କିଶୋର ପ୍ରଧାନ
ଅନୁଗୁଳ : ରଜନୀକାନ୍ତ ସିଂହ
କୁଚିଣ୍ଡା : କିଶୋର ଚନ୍ଦ୍ର ନାୟକ
ବ୍ରହ୍ମଗିରି : ସଂଜୟ ଦାସବର୍ମା
ସତ୍ୟବାଦୀ : ଉମାକାନ୍ତ ସାମନ୍ତରାୟ
ଆଠଗଡ଼ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଚୌଦ୍ୱାର-କଟକ : ସୌଭିତ ବିଶ୍ୱାଳ