ବିଜେଡିର ୩୬ ସାଧାରଣ ସମ୍ପାଦକ, କାହାକୁ କେଉଁ ଦାୟିତ୍ୱ ଜାଣନ୍ତୁ
ବିଜେଡିର ୩୬ ସାଧାରଣ ସମ୍ପାଦକ, କାହାକୁ କେଉଁ ଦାୟିତ୍ୱ ଜାଣନ୍ତୁ
admin
Jul 16, 2020 - 12:03
Updated: Jul 16, 2020 - 12:03
ଭୁବନେଶ୍ୱର: କରୋନା ପରିପ୍ରେକ୍ଷୀରେ ନିକଟରେ ଶିଥିଳ ହୋଇପଡ଼ିଥିବା ସଙ୍ଗଠନକୁ ପୁଣି କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ନେଇ ବିଜୁ ଜନତା ଦଳ କାର୍ଯ୍ୟ ଆରମ୍ଭ କରିଛି । ସାଙ୍ଗଠନିକ ପ୍ରକ୍ରିୟାରେ ସ୍ଥାଣୁତା ଦୂର କରି ସଙ୍ଗଠନକୁ ତୃଣମୂଳସ୍ତରରେ ଅଧିକ ଚଳଚଞ୍ଚଳ କରାଇବା ସହ ଲୋକଙ୍କ ସହଯୋଡ଼ି ହେବା ଅଭିମୁଖ୍ୟ ନେଇ ଦଳ ଏବେ ବରିଷ୍ଠତା ଭିତ୍ତିରେ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ପ୍ରଦାନ କରୁଛି । ଏହାରି ଭିତରେ ଗୁରୁବାର ବିଜେଡି ପକ୍ଷରୁ ୩୬ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି । ତେବେ କାହାକୁ କେଉଁ ଦାୟିତ୍ୱ ଦିଆଯାଇଛି ସେ ସମ୍ପର୍କରେ ଜାଣନ୍ତୁ:
ସୁଶାନ୍ତ ସିଂହ-ସଶକ୍ତ ଓଡ଼ିଶା
ଚନ୍ଦ୍ରସାରଥୀ ବେହେରା- ଏସସି ସଶକ୍ତୀକରଣ
ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ- ସାମାଜିକ ମଙ୍ଗଳ
ସ୍ନେହାଙ୍ଗିନୀ ଛୁରିଆ-ଏସସି ସଶକ୍ତୀକରଣ
ଜଗନ୍ନାଥ ସାରକା- ଆଦିବାସୀ ସଶକ୍ତୀକରଣ ଓ ସଂଖ୍ୟାଲଘୁ ବ୍ୟାପାର
ଆୟୁବ ଖାନ- ସଂଖ୍ୟାଲଘୁ ବ୍ୟାପାର
ଦେବାଶିଷ ଆଚାର୍ଯ୍ୟ- ଓଡ଼ିଶା ମୋ ପରିବାର
ଉମାକାନ୍ତ ସାମନ୍ତରାୟ : ସାମାଜିକ ମଙ୍ଗଳ
ବ୍ୟୋମକେଶ ରାୟ : ଛାତ୍ର ବ୍ୟାପାର
ଅନନ୍ତ ନାରାୟଣ ଜେନା : ସଶକ୍ତ ଓଡ଼ିଶା
ରାଜଶ୍ରୀ ମଲ୍ଲିକ : ମହିଳା ସଶକ୍ତିକରଣ
ପ୍ରିୟଦର୍ଶୀ ମିଶ୍ର : କଳା, ସଂସ୍କୃତି ଓ ମାନବସମ୍ବଳ ବିକାଶ
ଧ୍ରୁବଚରଣ ସାହୁ : ପରିବେଶ
ପ୍ରଣବ କୁମାର ବଳବନ୍ତରାୟ : ଯୁବ ବ୍ୟାପାର
ରାଜଶ୍ରୀ ପାଣିଗ୍ରାହୀ : ଆଂଚଳିକ ବିକାଶ
ରାଜୀବ ଲୋଚନ ପାତ୍ର : ସାମାଜିକ ମଙ୍ଗଳ
ସୁଧିର କୁମାର ସାମଲ : ଓଡ଼ିଶା-ମୋ ପରିବାର
ସସ୍ମିତ ପାତ୍ର : ଓଡ଼ିଶା-ମୋ ପରିବାର
ବିକ୍ରମ ପଣ୍ଡା : ଓଡ଼ିଶା-ମୋ ପରିବାର
ଯୋଗେଶ ସିଂହ : ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର
ବାସନ୍ତୀ ହେମ୍ବ୍ରମ : ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର
ବିଜୟ କୁମାର ନାୟକ : ଆଂଚଳିକ ବିକାଶ
ଲୋପାମୁଦ୍ରା ବକ୍ସିପାତ୍ର : ମହିଳା ସଶକ୍ତିକରଣ
ରୀତା ବସ୍ତିଆ : ମହିଳା ସଶକ୍ତିକରଣ
ଶ୍ରୀମୟୀ ମିଶ୍ର : ମହିଳା ସଶକ୍ତିକରଣ
ପ୍ରଫୁଲ୍ଳ ସିଂହ : ସାମାଜିକ ମଙ୍ଗଳ
ଦେବାଶିଷ ମାରାଣ୍ଡି : ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର
ମାନସ ମଙ୍ଗରାଜ : ଗଣମାଧ୍ୟମ ବ୍ୟାପାର
ଜନ୍ମଜେୟ ଲେଙ୍କା : କଳା, ସଂସ୍କୃତି ଓ ମାନବସମ୍ବଳ ବିକାଶ
ବିଶ୍ୱଜିତ ମହାନ୍ତି : ସଶକ୍ତ ଓଡ଼ିଶା
ସତ୍ୟବ୍ରତ ପାତ୍ର : କଳା, ସଂସ୍କୃତି ଓ ମାନବସମ୍ବଳ ବିକାଶ
ସାରଦା ପ୍ରସାଦ ଜେନା : କଳା, ସଂସ୍କୃତି ଓ ମାନବସମ୍ବଳ ବିକାଶ
ରୀତାଞ୍ଜଳୀ ସେଠୀ : ଏସସି ସଶକ୍ତିକରଣ
ପ୍ରମୋଦ ଜେନା : ପରିବେଶ
ଶ୍ୟାମପ୍ରସାଦ ବେହେରା : ଆଂଚଳିକ ବିକାଶ