ବିଜେପୁର ଓ ହିଞ୍ଜିଳିରୁ ଲଢିବେ ନବୀନ

ବିଜେପୁର ଓ ହିଞ୍ଜିଳିରୁ ଲଢିବେ ନବୀନ

ବିଜେପୁର ଓ  ହିଞ୍ଜିଳିରୁ ଲଢିବେ ନବୀନ
ଭୁବନେଶ୍ୱର: ପ୍ରଥମ ଥର ପାଇଁ ଏକକାଳୀନ ଦୁଇଟି ଆସନରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ପାରମ୍ପରିକ ହିଞ୍ଜିଳି ଆସନରେ ଲଢ଼ିବା ସହ ପଶ୍ଚିମଓଡ଼ିଶାରୁ ବିଜେପୁରରୁ ମଧ୍ୟ ନବୀନ ପ୍ର୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି । ସେହିପରି କନ୍ଧମାଳରୁ ଅଚୁ୍ୟତ ସାମନ୍ତ ମଧ୍ୟ ଲୋକସଭା ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ।