ଭଲ ଖବର : ସୁସ୍ଥ ହେଲେ ଆଉ ୪୦୫ କରୋନା ଆକ୍ରାନ୍ତ

ଭଲ ଖବର : ସୁସ୍ଥ ହେଲେ ଆଉ ୪୦୫ କରୋନା ଆକ୍ରାନ୍ତ

ଭଲ ଖବର : ସୁସ୍ଥ ହେଲେ ଆଉ ୪୦୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ଆଜି ରାଜ୍ୟରୁ ଆଉ ୪୦୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୫ ଜଣୁ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହା ବ୍ୟତିତ ଖୋର୍ଦ୍ଧାରୁ ୫୨, ଅନୁଗୁଳରୁ୩୪, କଟକରୁ ୨୯, ବଲାଙ୍ଗୀରରୁ ୨୭, ବରଗଡରୁ ୨୩, ଯାଜପୁରରୁ ୨୧, ପୁରୀରୁ ୧୯, ମୟୁରଭଞ୍ଜରୁ ୧୭, ଜଗତସିଂହପୁରରୁ ୧୪, ଝାରସୁଗୁଡାରୁ ୧୨, ଦେବଗଡରୁ ୧୧, ବାଲେଶ୍ୱରରୁ ୯, କେନ୍ଦ୍ରାପଡାରୁ ୯, ନୂଆପଡାରୁ ୯, ଭଦ୍ରକରୁ ୮, କଳାହାଣ୍ଡିରୁ ୮, ସମ୍ବଲପୁରରୁ ୮, କେନ୍ଦୁଝରରୁ ୬, ନୟାଗଡରୁ ୬, ଗଞ୍ଜାମରୁ ୪, କୋରାପୁଟରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, ଢେଙ୍କାନାଳରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୧୨ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇୁ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଖ୍ୟା ୩ ଲକ୍ଷ ୧୮ ହଜାର ୬୮୩ରେ ପହଞ୍ଚିଛି ।