ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରର୍ଥ ସିଂ ରାୱତ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରର୍ଥ ସିଂ ରାୱତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ତଥା ଦେବଭୂମିରେ ପୁଣି ଦେଖାଗଲା ରାଜନୀତିକ ସଂକଟ । ରାତିଅଧିଆ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ ତୀରର୍ଥ ସିଂ ରାୱତ ।
ସୂଚନା ଅନୁସାରେ ଶୁକ୍ରବାର ପ୍ରାୟ ମଧ୍ୟରାତ୍ରି ବେଳକୁ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ରାୱତ ହଠାତ୍ ଦେଇଦେଲେ ଇସ୍ତଫାପତ୍ର। ମାତ୍ର ୧୧୫ ଦିନରେ ଶପଥ ଗ୍ରହଣ କରିବା ଦିନ ପୂରିଥିଲା। ଏହା ପୂର୍ବରୁ ଭଗତ ସିଂ କୋଶ୍ୟାରୀ ୧୨୩ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ।