ରାଜ୍ୟରେ ଆଉ ୧୬ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୭୫୨

ରାଜ୍ୟରେ ଆଉ ୧୬ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୭୫୨

ରାଜ୍ୟରେ ଆଉ ୧୬ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୭୫୨
ଭୁବନେଶ୍ୱର : ରାଜ୍ୟରେ କରୋନା କାରଣରୁ ଆଜି ୧୬ ଜଣଙ୍କର ପ୍ରାଣହାନି ଘଟିଛି । ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ସର୍ବାଧିକ ୫ ଜଣ ରହିଥିବା ବେଳେ ପୁରୀରୁ ଚାରି ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଏହା ବ୍ୟତିତ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବଲାଙ୍ଗୀର, ମୟୁରଭଞ୍ଜ, ରାୟଗଡା, ସୁବର୍ଣ୍ଣପୁର ଏବଂ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୭୫୨ ରେ ପହଞ୍ଚିଛି ।