ରାଜ୍ୟରେ କରୋନା ଯୋଗୁଁ ୧୯୦୮ ଜଣ ମୃତୁ୍ୟ କରିଛନ୍ତି

ରାଜ୍ୟରେ କରୋନା ଯୋଗୁଁ ୧୯୦୮ ଜଣ ମୃତୁ୍ୟ କରିଛନ୍ତି

ରାଜ୍ୟରେ କରୋନା ଯୋଗୁଁ ୧୯୦୮ ଜଣ ମୃତୁ୍ୟ କରିଛନ୍ତି
ଭୁବନେଶ୍ୱର : ରାଜ୍ୟରେ ୩ ଲକ୍ଷ ୩୫ ହଜାର ୪୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୨ ହଜାର ୭୩୩ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୧୯୦୮ ଜଣ ମୃତୁ୍ୟବରଣ କରିଥିବାବେଳେ ମାତ୍ର ୭୭୨ ଜଣ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩୭, ବାଲେଶ୍ୱରରେ ୯୫, ବରଗଡ଼ରେ ୪୨, ଭଦ୍ରକରେ ୨୫, ବଲାଙ୍ଗୀରରେ ୪୧, ବୌଦ୍ଧରେ ୧୧, କଟକରେ ୧୪୨, ଦେବଗଡ଼ରେ ୫, ଢେଙ୍କାନାଳରେ ୨୯, ଗଜପତିରେ ୩୨, ଗଞ୍ଜାମରେ ୨୪୮, ଜଗତସିଂହପୁରରେ ୩୮, ଯାଜପୁରରେ ୨୫, ଝାରସୁଗୁଡ଼ାରେ ୨୬, କଳାହାଣ୍ଡିରେ ୩୨, କନ୍ଧମାଳରେ ୩୩, କେନ୍ଦ୍ରାପଡ଼ାରେ ୨୮, କେନ୍ଦୁଝରରେ ୩୫, ଖୋର୍ଦ୍ଧାରେ ୩୩୫, କୋରାପୁଟରେ ୧୬, ମାଲକାନାଗିରିରେ ୨୫, ମୟୂରଭଞ୍ଜରେ ୮୯, ନବରଙ୍ଗପୁରରେ ୧୪, ନୟାଗଡ଼ରେ ୪୫, ନୂଆପଡ଼ାରେ ୨୭, ପୁରୀରେ ୧୧୭, ରାୟଗଡ଼ାରେ ୪୫, ସମ୍ବଲପୁରରେ ୭୭, ସୁବର୍ଣ୍ଣପୁରରେ ୨୧, ସୁନ୍ଦରଗଡ଼ରେ ୧୭୩ ଜଣ ମୃତୁ୍ୟବରଣ କରିଛନ୍ତି ।