ରାଜ୍ୟରେ ଆଉ ୨୪୪ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୨୪୪ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୨୪୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୨୦୯ରେ ପହଁଚିଛି । ବିଭାଗୀୟ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୩୬, ଖୋର୍ଦ୍ଧାରେ ୩୩, ଅନୁଗୁଳରେ ୨୧, କଟକରେ ୨୧, ସମ୍ବଲପୁରରେ ୧୯, ବରଗଡ଼ରେ ୧୮, ବଲାଙ୍ଗୀରରେ ୧୬, ମୟୂରଭଞ୍ଜରେ ୧୬, ଯାଜପୁରରେ ୧୧, ବାଲେଶ୍ୱରରେ ୧୦, କେନ୍ଦ୍ରାପଡ଼ାରେ ୧୦, ନୂଆପଡ଼ାରେ ୯, ଝାରସୁଗୁଡ଼ାରେ ୩, କଳାହାଣ୍ଡିରେ ୩, ଭଦ୍ରକରେ ୨, ଜଗତସିଂହପୁରରେ ୨, ନବରଙ୍ଗପୁରରେ ୨, କେନ୍ଦୁଝରରେ ୧, ନୟାଗଡ଼ରେ ୧, ପୁରୀରେ ୧ ଓ ରାଜ୍ୟ ପୁଲରେ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।