ଲଦାଖ ଯିବେ ରଣବୀର-ବାଣୀ

ଲଦାଖ ଯିବେ ରଣବୀର-ବାଣୀ

ଲଦାଖ ଯିବେ ରଣବୀର-ବାଣୀ
ସୁପରଷ୍ଟାର ରଣବୀର କପୁରଙ୍କ ହାତରେ ଏବେ ଭଲ ଭଲ ବ୍ୟାନର ଚଳଚ୍ଚିତ୍ର ଅଛି । କରନ ଜୋହରଙ୍କ ପ୍ରଯୋଜିତ ବହ୍ମାସ୍ତ୍ର ରେ ସେ ଆଲିୟା ଭଟ୍ଟ ମୁଖ୍ୟ କାମ କରୁଥିବା ବେଳେ ଏହାର ଶେଷ ପର୍ଯ୍ୟାୟ କାମ ଚାଲିଛି । ବର୍ତମାନ ସେ ନିଜର ଆଗାମୀ ପ୍ରୋଜେକ୍ଟ ସମଶେରା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ମିଳିଥିବା ଖବର ଅନୁସାରେ,ରଣବୀରଙ୍କ ସହ ଏଥିରେ ବୀଣା କାପୁର ଦେଖାଦେବେ । ଚଳଚ୍ଚିତ୍ରର ପ୍ରଥମ ପର୍ଯ୍ୟାୟ ସୁଟିଂ ଲଦାଖରେ ହେବ । ସତ୍ୟ ଘଟଣା ଉପରେ ଆଧାରିତ ଏଇ ଚଳଚ୍ଚିତ୍ରରେ ସଞ୍ଜୟ ଦତ ଅନ୍ୟତମ ମୁଖ୍ୟ ଭୂମିକାରେ କାମ କରୁଛନ୍ତି ।