ଲୋକଙ୍କ ପାଖକୁ ନେବି ଯୋଜନା: ନିରଞ୍ଜନ ବିଶି

ଲୋକଙ୍କ ପାଖକୁ ନେବି ଯୋଜନା: ନିରଞ୍ଜନ ବିଶି

ଲୋକଙ୍କ ପାଖକୁ ନେବି ଯୋଜନା: ନିରଞ୍ଜନ ବିଶି

ଭୁବନେଶ୍ୱର : ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଆଦିବାସୀ ଓ ଦଳିତ ମାନଙ୍କ ପାଇଁ ଲଢୁଥିଲେ ଓ ଏବେ ସମସ୍ତ ସରକାରୀ ଯୋଜନାକୁ ସେ ଲୋକଙ୍କ ପାଖରେ ପହଞ୍ଚାଇବେ । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ବିକାଶ ଲାଗି ଯୋଜନାମାନ କରିଛନ୍ତି । ଏବେ ସେହି ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବେ ।

  ପଶ୍ଚିମ ଓଡ଼ିଶାରୁ ନିରଞ୍ଜନ ବିଶି  ବଲାଙ୍ଗୀରର ଜଣେ ଟାଣୁଆ ଆଦିବାସୀ ନେତା  ପରିଚିତ । ସେ ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଭାବେ କାର୍ୟ୍ୟ କରୁଛନ୍ତି  ।