ଶଙ୍କରାଚାର୍ଯ୍ୟଙ୍କ ଆବେଦନ ଅଗ୍ରାହ୍ୟ

ଶଙ୍କରାଚାର୍ଯ୍ୟଙ୍କ ଆବେଦନ ଅଗ୍ରାହ୍ୟ

ଶଙ୍କରାଚାର୍ଯ୍ୟଙ୍କ  ଆବେଦନ ଅଗ୍ରାହ୍ୟ
ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ମାମଲା ରାୟ ପ୍ରକାଶ ପାଇଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆବେଦନ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ । ମାମଲାରେ ପକ୍ଷଭୁକ୍ତ ହେବାକୁ ନେଇ ହୋଇଥିବା ଆବେଦନ ଅଗ୍ରାହ୍ୟ କରିଛନ୍ତି । ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇପାରିବେ, ପକ୍ଷଭୁକ୍ତ ହୋଇପାରିବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମାମଲାର ଶୁଣାଣି ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଂଚା ଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓକିଲ ଶ୍ୱେତକେତୁ ମିଶ୍ରଙ୍କ ଠାରୁ ସୂଚନା ମିଳିଛି ।