ଶବଗୃହ ଭିତରେ ଗୁଣିଆର ଝଡ଼ାଫୁଙ୍କା

ଶବଗୃହ ଭିତରେ ଗୁଣିଆର ଝଡ଼ାଫୁଙ୍କା

ଶବଗୃହ ଭିତରେ ଗୁଣିଆର  ଝଡ଼ାଫୁଙ୍କା
ଭବାନୀପାଟଣା: ଶବଗୃହ ଭିତରେ ଗୁଣିଆର ଝଡ଼ାଫୁଙ୍କା । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବଗୃହ ଭିତରେ ଝଡ଼ାଫୁଙ୍କା । ମୃତ ବ୍ୟକ୍ତିକୁ ବଞ୍ଚାଇବାକୁ ଶବଗୃହ ଭିତରେ ଝଡ଼ାଫୁଙ୍କା କଲା ଗୁଣିଆ । କାଲି କେସିଙ୍ଗା ଡୁମେରିମୁଣ୍ଡା ଗ୍ରାମର ଜଣଙ୍କୁ ସାପ କାମୁଡ଼ିଥିଲା । ଭବାନୀପାଟଣା ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ଶବ ପୋଷ୍ଟମର୍ଟମ ପାଇଁ ମେଡିକାଲ ଶବଗୃହରେ ରଖାଯାଇଥିଲା । ଆଜି ପରିବାର ଲୋକ ଗୁଣିଆ ଡକାଇ ମେଡିକାଲକୁ ଆଣିଥିଲେ । ଜବରଦସ୍ତ ଶବଗୃହ ଖୋଲାଇ ଗୁଣିଆ ଦ୍ୱାରା ଝଡ଼ା ଫୁଙ୍କା କରିଥିଲେ ।