ସାଇକେଲରେ ସାତ ଦେଶ ଭ୍ରମଣ!

ସାଇକେଲରେ ସାତ ଦେଶ ଭ୍ରମଣ!

ସାଇକେଲରେ ସାତ ଦେଶ ଭ୍ରମଣ!
ବୁଦାପେଷ୍ଟରେ ଏକ ଶିକ୍ଷାନୁଷ୍ଠାନର ସ୍ନାତକୋତ୍ତର ଛାତ୍ର । ସେ ଭ୍ରମଣ କରିଥିବା ଦେଶଗୁଡ଼ିକ ହେଲା ପୋଲାଣ୍ଡ, ଚେକ୍ ରିପବ୍ଲକ, ସ୍ଲୋଭାକିଆ, ଅଷ୍ଟ୍ରିୟା, ହଙ୍ଗେରୀ, ସ୍ଲୋଭେନିଆ ଏବଂ କ୍ରୋସିଆ । ପୂର୍ବରୁ ଜର୍ମାନୀର ମାଇକେଲ ମୋଲଙ୍କ ନାଁରେ ଏହି କୀତ୍ତିମାନ ଥିଲା । ଏହି ସୀମିତ ସମୟ ମଧ୍ୟରେ ସେ ଛଅଟି ଦେଶ ଭ୍ରମଣ କରିଥିଲେ ।