ସିଆଚେନରେ ଯବାନଙ୍କୁ ପ୍ରଶଂସା:ରାଜନାଥ ସିଂହ

ସିଆଚେନରେ ଯବାନଙ୍କୁ ପ୍ରଶଂସା:ରାଜନାଥ ସିଂହ

ସିଆଚେନରେ ଯବାନଙ୍କୁ ପ୍ରଶଂସା:ରାଜନାଥ ସିଂହ
ନୂଆଦିଲ୍ଲୀ: ଦେଶର ନୂତନ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜର କାର୍ଯ୍ୟଭାର ସମ୍ଭାଳିବା ପରେ ଆଜି ଜମ୍ମୁ କାଶ୍ମୀରର ସିୟାଚିନ ଗ୍ଲେସିୟରରେ ଯବାନଙ୍କୁ ଉତ୍ସାହିତ କରିବା ପାଇଁ ପହଁଚିଛନ୍ତି ।ସିୟାଚିନରେ ରାଜନାଥ ସିଂହ ବହୁ ଅଧିକାରୀଙ୍କ ସହିତ ଫିଲ୍ଡ କମାଣ୍ଡର ଏବଂ ଯବାନଙ୍କ ପ୍ରଶଂସା କଲେ ।ଏହା ସହ ସିଆଚେନରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ।ପ୍ରତିକୂଳ ପରିବେଶରେ ଯବାନମାନେ ସାହସିକତାର ସହ କାର୍ଯ୍ୟ କରୁଛନ୍ତି । ଯେଉଁ ଅଭିଭାବକ ସେମାନଙ୍କ ପିଲାଙ୍କୁ ପଠାଇଛନ୍ତି ସେମାନଙ୍କୁ ଧନ୍ୟବାନ ଜଣାଇଲେ ରାଜନାଥ । ସମ୍ପୃକ୍ତ ଯବାନଙ୍କ ପରିବାରକୁ ପ୍ରଶସ୍ତିପତ୍ର ପଠାଇବ ି କହିଲେ ସିଂହ ।