ଛତିଶଗଡରେ ମାଓ ହମଲା

ଛତିଶଗଡରେ ମାଓ ହମଲା

ଛତିଶଗଡରେ ମାଓ ହମଲା
ଛତିଶଗଡ : ଛତିଶଗଡ କାଙ୍କେର ଜିଲ୍ଲାରେ ମାଓ ହମଲା ହୋଇଛି । ଏକ ଡିଜେଲ ଟ୍ୟାଙ୍କର ବିସ୍ଫୋରଣ କଲେ ମାଓବାଦୀ । ବିସ୍ଫୋରଣରେ ୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟି ଥିବା ସୂଚନା ମିଳିଛି । ବିସ୍ଫୋରଣ ଘଟିଥିବା ଟ୍ୟାଙ୍କରଟି ରେଲୱେ କାମରେ ଲାଗି ଥିଲା । ଏବେ ମାଓବାଦୀ-ପୋଲିସ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି ।