ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ
ସୁସ୍ଥ ହେଲେ କରୋନା ଆକ୍ରାନ୍ତ । ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ । ଉଭୟ ସୁସ୍ଥ ଭୁବନେଶ୍ୱରର । ଏମାନଙ୍କ ନମୂନା ନେଗେଟିଭ ଆସିବା ପରେ ଉଭୟ ହସ୍ପିଟାଲରୁ ଘରକୁ ଫେରିଥିବା ଟୁଇଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ପୂର୍ବରୁ ୧୯ ଜଣ ସୁସ୍ଥ ଥିବା ବେଳେ ଆଜି ୨ ଜଣ ସୁସ୍ଥ ହେବା ସାରା ରାଜ୍ୟ ତଥା ଭୁବନେଶ୍ୱର ପାଇଁ ଭଲ ଖବର ଆଣିଦେଇଛି । ତେବେ ମୋଟ ୬୦ଟି ପଜିଟିଭ ସଂଖ୍ୟା ଥିବା ବେଳେ ୨୧ ସୁସ୍ଥ, ୩୮ ଆକ୍ଟିଭ କେସ୍ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।