ସୋସିଆଲ ମିଡିଆରେ ଲାଗିବ ଅଙ୍କୁଶ!

ସୋସିଆଲ ମିଡିଆରେ ଲାଗିବ ଅଙ୍କୁଶ!

ସୋସିଆଲ ମିଡିଆରେ ଲାଗିବ ଅଙ୍କୁଶ!
ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ଅଙ୍କୁଶ ଲଗାଇବାକୁ ଆଇନ ଆସିବ । ଜାନୁଆରୀ ୧୫ ସୁଦ୍ଧା ଆଇନ ଆଣିବାକୁ କେନ୍ଦ୍ର ସରକାର କହିଛନ୍ତି । ଆଇନ ଆଣିବାକୁ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି କେନ୍ଦ୍ର ସରକାର । ସୋସିଆଲ ମିଡିଆରେ ଅପବ୍ୟବହାର ନେଇ ପ୍ରଶ୍ନ ଉଠିଥିଲା । ଅପବ୍ୟବହାର ରୋକିବା ପାଇଁ ଆଇନ ଆଣିବାକୁ ସୁପ୍ରିମକୋର୍ଟ କହିଥିଲେ ।