ଆର୍ମି ଓ ନେଭି ବି ପ୍ରସ୍ତୁତ

ଆର୍ମି ଓ ନେଭି ବି ପ୍ରସ୍ତୁତ

ଆର୍ମି ଓ ନେଭି ବି ପ୍ରସ୍ତୁତ
ଭୁବନେଶ୍ୱର: ରାଜ୍ୟରେ ଫୋନିର ମୁକାବିଲା କରିବା ପାଇଁ ଆର୍ମି ଓ ନେଭି ପୁରା ପ୍ରସ୍ତୁତ ରହିଥିବା ଏନଡିଏମଏର ଉପଦେଷ୍ଟ ଅଜୟ ଗଙ୍ଗୱାରଙ୍କ ସୂଚନା । ଓଡିଶା ସରକାର ୨ଟି ହେଲିକପ୍ଟର ମାଗିଥିଲେ ତାହା ମଞ୍ଜୁର ହୋଇଛି । ବାତ୍ୟା ଫୋନି ସହାୟତା ପାଇଁ ସ୍ଥଳସେନା ଓ ନୌସେନା ମଧ ଜାଗତିଆର ରହିଛନ୍ତି । ଆର୍ମିର ଗୋଟିଏ ୟୁନିଟ ଭୁବନେଶ୍ୱରରେ ରହିଥିବା ବେଳେ ଅନ୍ୟ ଏକ ୟୁନିଟ ରାଂଚିରେ ରହିଛି । ନେଭିର ୨ଟି ଜାହାଜ ରିଲିଫ୍ ସାମଗ୍ରୀ ସଜାଗ ରହିଥିବା ବେଳେ ବୁଡାଳି ଜାହାଜ ମଧ୍ୟ ତୟାର ରହିଛନ୍ତି ।