କଳାବଜାର ରୋକିବାକୁ ଚିଠି

କଳାବଜାର ରୋକିବାକୁ ଚିଠି

କଳାବଜାର ରୋକିବାକୁ ଚିଠି
ଭୁବନେଶ୍ୱର: ଖାଦ୍ୟ ସାମଗ୍ରୀ କଳାବଜାର ରୋକିବାକୁ ଯୋଗାଣ ବିଭାଗକୁ ଚିଠି ଲେଖାଯାଇଛି । ଖାଦ୍ୟ ଯୋଗାଣ ସଚିବଙ୍କୁ ଚିଠି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନ । କଳାବଜାର ରୋକିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଦେଇଛନ୍ତି ରିଲିଫ କମିଶନ । ଅସାଧୁ ବ୍ୟବସାୟୀଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି କରିଛନ୍ତି ।