ସ୍ୱାସ୍ଥ୍ୟ ବର୍ଦ୍ଧକ ଫଳ: ଲିଚୁ

ସ୍ୱାସ୍ଥ୍ୟ ବର୍ଦ୍ଧକ ଫଳ: ଲିଚୁ

ସ୍ୱାସ୍ଥ୍ୟ ବର୍ଦ୍ଧକ ଫଳ: ଲିଚୁ
ଖରାଦିନିଆ ଫଳ ଭାବେ ଲିଚୁର ବେଶ ଲୋକପ୍ରିୟତା ରହିଛି । ଗ୍ରୀଷ୍ମରେ ଦୈନିକ କୌଶସି ଏକ ଫଳ କିମ୍ବା ଫଳ ରସ ପିଇବା ଦେହ ପାଇଁ ହିତକାରୀ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି । ସେହି ତାଲିକାରେ ଲିଚୁ ଫଳ ମଧ୍ୟ ରହିଛି । . ଭିଟାମିନ ସି ଭରପୂର ଲିଚୁ ଏଇ ଦିନେ ଖାଇଲେ ଶରୀରରେ ଜଳାଭାବ ସମସ୍ୟା ଉପୁଜିନଥାଏ । ଲିଚୁ ଖାଇଲେ ଶରୀରକୁ ପ୍ରାକୃତିକ ୁପାୟରେ ଭିଟାମିନ ସି ପୋଟାସିୟମ ଶର୍କରା ମିଳେ । .ଗରମଦିନେ ପେଟ ସମସ୍ୟା ଖୁବ ଉପଜେ । ଏଣୁ ଲିଚୁ ରସ ନିୟମିତ ଭାବେ ପିଇଲେ ପେଟ ସମସ୍ୟା ଖୁବ ଉପୁଜେ । ଏଣୁ ଲିଚୁ ରସ ନିୟମିତ ଭାବେ ପିଇଲେ ପେଟ ଥଣ୍ଡା ରହୁଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି । . ଅମ୍ଳ ରୋଗୀ ଏଇ ଫଳ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରୀ । ଗରମଦିନେ ଯେ କୌଣସି କାମ କଲେ ଶ୍ରୀଘ୍ର ଥକ୍କା ଲାଗିଥାଏ । ସେଥିରୁ ବର୍ତିବାକୁ ଚାହୁଥିଲେ ଲିଚୁ ରସ ପିଅନ୍ତୁ ,ତୁରନ୍ତ ଶରୀରକୁ ଶକ୍ତି ମିଳିଥାଏ । . ଓଜନ କମ କରିବାକୁ କିମ୍ବା ନିୟନ୍ତ୍ରଣରେ ରଖିବାକୁ ଚାହୁଥିବା ଲୋକେ ମଧ୍ୟ ପ୍ରତ୍ୟହ ଲିଚୁ ରସ ପିଇବା ଖୁବ ଭଲ । ହୃଦରୋଗୀଙ୍କ ନିମନ୍ତେ ଲିଚୁ ଫଳ ଏକ ମହୌଷଧି ।