୧୮୧ କରୋନା ଆକ୍ରାନ୍ତ ସୁସ୍ଥ

୧୮୧ କରୋନା ଆକ୍ରାନ୍ତ ସୁସ୍ଥ

୧୮୧ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୪୫୨ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩୪, ସୁନ୍ଦରଗଡ଼ରେ ୨୬, ସମ୍ବଲପୁରରେ ୧୬, ବଲାଙ୍ଗୀରରେ ୧୪, ଯାଜପୁରରେ ୧୧, ଖୋର୍ଦ୍ଧାରେ ୧୦, କେନ୍ଦ୍ରାପଡ଼ାରେ ୯, ବରଗଡ଼ରେ ୮, କଟକରେ ୬, ପୁରୀରେ ୬, କେନ୍ଦୁଝରରେ ୫, ମୟୂରଭଞ୍ଜରେ ୫, ଦେବଗଡ଼ରେ ୪, ଜଗତସିଂହପୁରରେ ୪, ଝାରସୁଗୁଡ଼ାରେ ୪, ବାଲେଶ୍ୱରରେ ୩, ଗଜପତିରେ ୩, କଳାହାଣ୍ଡିରେ ୩, ବୌଦ୍ଧରେ ୨, ନୂଆପଡ଼ାରେ ୨, ଗଞ୍ଜାମରେ ୧, ମାଲକାନାଗିରିରେ ୧, ନବରଙ୍ଗପୁରରେ ୧, ସୋନପୁରରେ ୧ ଓ ରାଜ୍ୟ ପୁଲରେ ୨ ଜଣ ସୁସ୍ଥ ହୋଇଛନ୍ତି ।