୨ ଆତଙ୍କବାଦୀ ନିପାତ

୨ ଆତଙ୍କବାଦୀ ନିପାତ

୨ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ:ଜାମ୍ମୁ ଓ କାଶ୍ମୀରର ଗାନ୍ଦରବଲରେ ଗୁଳି ବିନିମୟ ଘଟିଛି । ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ଟଳି ପଡିଛନ୍ତି । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଦ୍ଧ ଅପରେସନ ଚାଲୁ ରହିଛି । ବାରମ୍ବାର ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ବର୍ଷଣ କରୁଥିବା ସୂଚନା ମିଳୁଛି ।