୨୧ ବଖରା ଘର ପାଉଁଶ

୨୧ ବଖରା ଘର ପାଉଁଶ

୨୧ ବଖରା ଘର ପାଉଁଶ
ପୁରୀ:ନିଆଁ ଲାଗି ୧୧ ପରିବାରର ୨୧ ବଖରା ପୋଡି ପାଉଁଶ ହୋଇଯାଇଛି । ଡେଲାଙ୍ଗ ବ୍ଳକ ଗୁଆଳିପଡା ପଂଚାୟତ ମାଛପଡା ଗାଁରେ ଅଗ୍ନିକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାରୁ ଦୁର୍ବୃତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।