୩ ଆଇପିଏସଙ୍କୁ ଡିଜି ପାହ୍ୟା

୩ ଆଇପିଏସଙ୍କୁ ଡିଜି ପାହ୍ୟା

୩ ଆଇପିଏସଙ୍କୁ ଡିଜି ପାହ୍ୟା
ଭୁବନେଶ୍ୱର: ଶନିବାର ଆଇପିଏସସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ୩ ଜଣ ବରିଷ୍ଠ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ସେମାନେ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତି, ମନୋଜ କୁମାର ଛାବ୍ରା ଓ ସୁରେନ୍ଦ୍ର ପନୱାର ।