୪ ଜିଲ୍ଲାକୁ ସତର୍କ ସୂଚନା

୪ ଜିଲ୍ଲାକୁ ସତର୍କ ସୂଚନା

୪ ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ମାଲକାନାଗିରି, ରାୟଗଡା, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି । ଆଜି ଦିନ ସାଢେ ୧୨ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସହ ୩୦ରୁ ୪୦କିମି ବେଗରେ ପବନ ବହିବାନେଇ ଅନୁମାନ କରାଯାଇଛି । ତେବେ ଏହି ସମୟ ମଧ୍ୟରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି ।