ଦାୟିତ୍ୱ ନେଲେ ପ୍ରତାପ ଓ ଗଡକରୀ

ଦାୟିତ୍ୱ ନେଲେ ପ୍ରତାପ ଓ ଗଡକରୀ

ଦାୟିତ୍ୱ ନେଲେ ପ୍ରତାପ ଓ ଗଡକରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ବିଜେପିର ବରିଷ୍ଠ ନେତା ନିତିନ ଗଡ଼କରୀ ଏବଂ ପ୍ରତାପ ଷଡ଼ଙ୍ଗୀ ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରତାପ ଷଡଙ୍ଗୀ । ଏମଏସଏମଇ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ନତୀନ ଗଡକରୀ । ଏକକାଳୀନ ମନ୍ତ୍ରାଳୟରେ ପହଂଚି ଦାୟିତ୍ୱ ନେଇଛନ୍ତି ଗଡକରୀ ଓ ପ୍ରତାପ । କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ।