ଉତର ଭାରତରେ ଭୂମିକମ୍ପ

ଉତର ଭାରତରେ ଭୂମିକମ୍ପ

ଉତର ଭାରତରେ ଭୂମିକମ୍ପ
ନୂଆଦିଲ୍ଲୀ:ଦିଲ୍ଲୀ ଏନସିଆର ଓ ଉତର ଭାରତରେ ଭୂମିକମ୍ପ ଅନୁଭୂତ ହୋଇଛି । କାଶ୍ମୀରରେ ବି ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ପଞ୍ଜାବ, ହରିୟାଣା, ଚଣ୍ଡିଗଡରେ ଭୂମିକମ୍ପ ଝଟକା । ପାକିସ୍ତାନରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା । ଲାହୋରରୁ ୧୭୩ କିମି ଉତର ପଶ୍ଚିମରେ କେନ୍ଦ୍ରସ୍ଥଳୀ ଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ଥିଲା ।