ଏ ବର୍ଷ ୫ଲକ୍ଷ ମେଟି୍ରକ ଟନ୍ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ : କୃଷି ମନ୍ତ୍ରୀ ଅରୁଣ ସାହୁ

ଏ ବର୍ଷ ୫ଲକ୍ଷ ମେଟି୍ରକ ଟନ୍ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ : କୃଷି ମନ୍ତ୍ରୀ ଅରୁଣ ସାହୁ

ଏ ବର୍ଷ ୫ଲକ୍ଷ ମେଟି୍ରକ ଟନ୍ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ : କୃଷି ମନ୍ତ୍ରୀ ଅରୁଣ ସାହୁ
ଭୁବନେଶ୍ୱର: କାଳିଆ ଯୋଜନା ଓ ଧାନମଣ୍ଡି ସମ୍ପର୍କରେ କୃଷି ମନ୍ତ୍ରୀ ଅରୁଣ ସାହୁ ବୁଧବାର ନିଜର ପ୍ରତିକ୍ରିୟା ଦେଇଛନ୍ତି । କାଳିଆ ଯୋଜନା ସମ୍ପର୍କରେ ସେ କହିଛନ୍ତି ଯେ, ଏବେ ସୁଦ୍ଧା ୫୦ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳି ସାରିଛି । ଖୁବଶୀଘ୍ର ଯାଞ୍ଚ କରାଯାଇ ଅବଶିଷ୍ଟ ଚାଷୀଙ୍କୁ ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା ହେବ । ସେହିପରି ଧାନମଣ୍ଡିରେ ଧାନ ପଡ଼ି ରହିବା ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ଏ ବର୍ଷ ୫ଲକ୍ଷ ମେଟି୍ରକ ଟନ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଥିଲା । ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ୧୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।