ରେଳ ବଜେଟରେ ଓଡିଶା

ରେଳ ବଜେଟରେ ଓଡିଶା

ରେଳ ବଜେଟରେ ଓଡିଶା
ଭୁବନେଶ୍ୱର: କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ । ଓଡ଼ିଶାକୁ ମୋଟ ୫୮୦୦ରୁ ୬ ହଜାର କୋଟି ଅନୁଦାନ ଆକଳନ କରାଯାଇଛି । ୧-ରେଳ ଲାଇନ ପାଇଁ ମୋଟ ୧୪ଶହ କୋଟି ଟଙ୍କାର ଅନୁଦାନ ୨- ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୩୫୦ କୋଟି ୩- ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟି ଟଙ୍କା ୪- ହରିଦାସପୁର-ପାରାଦୀପ ଲାଇନ ପାଇଁ ୪ଶହ କୋଟି ୫- ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି ୬- ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଟଙ୍କାର ଅନୁଦାନ ୭- ଜୟପୁର-ନବରଙ୍ଗପୁର ଲାଇନ ପାଇଁ ୧୦ କୋଟି ଘୋଷଣା ୮- ରେଳ ଯାତ୍ରୀଙ୍କ ସୁବିଧା ପାଇଁ ୧୮୦କୋଟି ଟଙ୍କାର ଅନୁଦାନ ୯- ବାଘୁଆପାଳ ଷ୍ଟେସନର ଫ୍ଲାଇଓଭର ପାଇଁ ବଜେଟରେ ଘୋଷଣା ୧୦-ଭୁବନେଶ୍ୱର କୋଚ ଡିପୋରେ ହେବ ୨ଟି ଅଟୋମେଟିକ ୱାଶିଂ ପ୍ଲାଣ୍ଟ ୧୧- ଆଉ ୧୦ଟି ଫ୍ଲାଇ ଓଭର ନିର୍ମାଣ ପାଇଁ ସର୍ଭେ କରାଯିବାକୁ ଘୋଷଣା ୧୨- ସମ୍ବଲପୁର-ତାଳଚେର ଡବଲ ଲାଇନ ପାଇଁ ୨୪୯କୋଟି ୧୩- ସମ୍ବଲପୁର-ଟିଟିଲାଗଡ଼ ଡବଲ ପାଇଁ ୧୭୦ କୋଟି ୧୪-ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬କୋଟି ୧୫- ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ ପାଇଁ ୩୫୦ କୋଟି ୧୬- କୋରାପୁଟ-ସିଙ୍ଗାପୁର ରୋଡ ପାଇଁ ୨୦୫ କୋଟି ୧୭-କଳାହାଣ୍ଡି ଇଲେକ୍ଟି୍ର ଇଞ୍ଜିନ ୱାର୍କସପ ପାଇଁ ୧ କୋଟି