କୂଅ ଭିତରୁ ଦୁଇ ମୃତଦେହ ଉଦ୍ଧାର

କୂଅ ଭିତରୁ ଦୁଇ ମୃତଦେହ ଉଦ୍ଧାର

କୂଅ ଭିତରୁ ଦୁଇ ମୃତଦେହ  ଉଦ୍ଧାର
ଢେଙ୍କାନାଳ: କୂଅରେ ପଡ଼ି ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଯୁବକ ଅଛନ୍ତି । ରାସୋଳ ଥାନା ଗୁଆଗରିଆ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । କୂଅରୁ ପାଣି କାଢିବା ବେଳେ ମହିଳା ଜଣକ କୂଅରେ ଖସି ପଡ଼ିଥିଲେ । ଏହା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଯୁବକ ଜଣକ କୂଅ ଭିତରକୁ ଡେଇଁ ପଡ଼ିଥିଲେ । ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା