ଚିଟଫଣ୍ଡ ଠକେଇ: ୭ ଜଣଙ୍କୁ ସଜା

ଚିଟଫଣ୍ଡ ଠକେଇ: ୭ ଜଣଙ୍କୁ ସଜା

ଚିଟଫଣ୍ଡ ଠକେଇ: ୭ ଜଣଙ୍କୁ ସଜା
ଭୁବନେଶ୍ୱର: ୨ଟି ଚିଟଫଣ୍ଡ ଠକେଇ ମାମଲାରେ ୭ଜଣଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ୭ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସ୍ୱତନ୍ତ୍ର କୋର୍ଟ ଦେଇଛନ୍ତି । ୭ ବର୍ଷ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ସିଦ୍ଧ ମହାପୁରୁଷ ମନି ସୋସାଇଟି ନାଁରେ ୨ଟି ଠକେଇ ମାମଲାରେ ଦଣ୍ଡ ଶୁଣାଯାଇଛି । ୨ଟି ମାମଲାରେ ମୋଟ ୮ କୋଟିରୁ ଅଧିକ ଠକେଇ ଅଭିଯୋଗ ଥିଲା ।