ଜୁନ ୪ରେ ଛୁଇଁବ ମୌସୁମୀ

ଜୁନ ୪ରେ ଛୁଇଁବ ମୌସୁମୀ

ଜୁନ ୪ରେ ଛୁଇଁବ ମୌସୁମୀ
ଭୁବନେଶ୍ୱର: ମୌସୁମୀ ଆଗମନ ନେଇ ପାଣିପାଗ ସଂସ୍ଥା ସ୍କାଏମେଟର ଦ୍ୱାରା ପୂର୍ବାନୁମାନ ହୋଇଛି । ଜୁନ ୪ରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରିଛି ସ୍କାଏମେଟ । ତା ପୂର୍ବରୁ ମେ ୨୨ ସୁଦ୍ଧା ମୌସୁମୀ ଆଣ୍ଡାମାନ ଛୁଇଁବା ନେଇ ଆକଳନ କରାଯାଇଛି । କେରଳ ଛୁଇଁବାର ୧ରୁ ୨ ସପ୍ତାହ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବ ବୋଲି ସୂଚନା ମିଳିଛି ।