ଦଫା ୧୦୭ : ପୋଲିସ ପାଇଁ ବଢିଲା ଅଡୁଆ

ଦଫା ୧୦୭ : ପୋଲିସ ପାଇଁ ବଢିଲା ଅଡୁଆ

ଦଫା ୧୦୭ : ପୋଲିସ ପାଇଁ ବଢିଲା ଅଡୁଆ
ଭୁବନେଶ୍ୱର: ୮ ବର୍ଷ ନାବାଳିକା ନାଁରେ ୧୦୭ ଦଫା ଲଗାଯିବା ଘଟଣା । ଏହି ଘଟଣାକୁ ନେଇ ବନମାଳିପୁର ଫାଣ୍ଡି ଓ ବାଲିପାଟଣା ପୋଲିସର ଅଡୁଆ ବଢିଛି । ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନରେ ମାମଲା ଦାୟର ହୋଇଛି । ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ପୋଲିସଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରାଯାଇଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଠାରେ ଚାଇଲ୍ଡ ଲାଇନ ଅପିଲ କରିଛି । ଶିଶୁ ଅଧିକାର ହନନ ହୋଇଥିବା ନେଇ ଚାଇଲ୍ଡ ଲାଇନ ପକ୍ଷରୁ ଅଭିଯୋଗ ହୋଇଛି ।