ଧର୍ମେନ୍ଦ୍ରଙ୍କ ଡବଲ ଇଂଜିନ ମନ୍ତ୍ର

ଧର୍ମେନ୍ଦ୍ରଙ୍କ ଡବଲ ଇଂଜିନ ମନ୍ତ୍ର

ଧର୍ମେନ୍ଦ୍ରଙ୍କ ଡବଲ ଇଂଜିନ ମନ୍ତ୍ର
ଭୁବନେଶ୍ୱର: ପାଲଲହଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର । ଓଡିଶାରେ ଡବଲ ଇଞ୍ଜିନ ସରକାରଙ୍କୁ ଭୋଟ ଦେବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର । ଡବଲ ଇଞ୍ଜିନ ସରକାର ହେଲେ ଓଡିଶାର ପ୍ରଗତି ଦ୍ରୁତତର ହେବ । ବିଜେପି ସରକାର ଆସିଲେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ରେଙ୍ଗାଲି ବୁଡି କ୍ଷତିଗ୍ରସ୍ତଙ୍କୁ ବିଶେଷ ଥଇଥାନ ପ୍ୟାକେଜ ଦିଆଯିବ । ତାଳଚେର-ବିମଲାଗଡ ଖେଳ ଲାଇନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ପାଲଲହଡା ଅଂଚଳରେ ଶୀତଳ ଭଣ୍ଡାରର ପ୍ରତିଷ୍ଠା କରାଯିବ ।