ପାକ୍‍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନମୁନା ଆସିଲା ନେଗେଟିଭ

ପାକ୍‍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନମୁନା ଆସିଲା ନେଗେଟିଭ

ପାକ୍‍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନମୁନା ଆସିଲା ନେଗେଟିଭ
କରୋନା ପରୀକ୍ଷା ପାଇଁ ପଠାଯାଇଥିବା ପାକ୍‍ ପ୍ରଧାନମନ୍ତ୍ରୀ ଖାନଙ୍କ ନମୁନା ନେଗେଟିଭ ବାହାରିଛି ବୋଲି ସେଠାକାର ସରକାର ସୂଚନା ଦେଇଛନ୍ତି । କିଛି ଦିନ ତଳେ ସେ ପାକିସ୍ତାନର ଏକ ପ୍ରମୁଖ ଦାତବ୍ୟ ସଂଗଠନ ଇଧି ଫାଉଣ୍ଡେସନର ମୁଖ୍ୟ ଫୈସଲ ଇଧିଙ୍କୁ ସାକ୍ଷାତ କରିଥିଲେ । କିନ୍ତୁ ପରେ ଫୈସଲ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ତେଣୁ ତାଙ୍କ ଠାରୁ ଇମ୍ରାନ ଖାନଙ୍କ ଦେହକୁ କରୋନା ଭାଇରସ ଡେଇଁଥାଇପାରେ ବୋଲି ସନେ୍ଦହ ପ୍ରକାଶ ପାଇଥିଲା ।