ପୁନେ ଗଲା ବି୍ରଟେନ ଫେରନ୍ତାଙ୍କ ସାମ୍ପଲ

ପୁନେ ଗଲା ବି୍ରଟେନ ଫେରନ୍ତାଙ୍କ ସାମ୍ପଲ

ପୁନେ ଗଲା ବି୍ରଟେନ ଫେରନ୍ତାଙ୍କ ସାମ୍ପଲ
ଭୁବନେଶ୍ୱର:ବି୍ରଟେନରୁ ଫେରିଥିବା ବ୍ୟକ୍ତି ଜଣଙ୍କ ପଜେଟିଭ୍ ଚିହ୍ନିଟ ହୋଇଥିଲେ । ଆଜି ତାଙ୍କ ସାମ୍ପଲକୁ ପୁନେ ଏନଆଇଭିକୁ ପଠାଯାଇଛି । ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ସାମ୍ପଲକୁ ଜିନମ ସିକୁ୍ୟଏନ୍ସ କରାଯିବ । ପ୍ରକୃତରେ ସେ ନୂଆ ଷ୍ଟ୍ରେନ କି ନୁହେଁ ଟେଷ୍ଟ ପରେ ଜଣାପଡିବ । ଭାରତର ୫ଟି ଅନୁଷ୍ଠାନ ସାମ୍ପଲକୁ ଅନୁଧ୍ୟାନ କରିବ । ବିଟ୍ରେନ ଫେରନ୍ତାଙ୍କ ସହ ମିଶିଥିବା ବ୍ୟକ୍ତିଙ୍କୁ ସଂଗରୋଧରେ ରଖାଯାଇଛି ।