ବାଣୀବିହାରରୁ ଶତାଧିକ ଅଣଛାତ୍ରଙ୍କୁ ବାହାର କଲା ପୋଲିସ

ବାଣୀବିହାରରୁ ଶତାଧିକ ଅଣଛାତ୍ରଙ୍କୁ ବାହାର କଲା ପୋଲିସ

ବାଣୀବିହାରରୁ ଶତାଧିକ ଅଣଛାତ୍ରଙ୍କୁ ବାହାର କଲା ପୋଲିସ
ଭୁବନେଶ୍ୱର,ବାଣୀବିହର ଛାତ୍ରବାସରେ ପୋଲିସର ଯାଚଂ କରୁଛି । ଛାତ୍ରବାସରେ ଥିବା ଅଣଛାତ୍ରଙ୍କୁ ବାହାର କରାଯାଉଛି । ଭିସିଙ୍କ ନିର୍ଦ୍ଦେଶକ୍ରମେ ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶତାଧିକ ଅଣଛାତ୍ରଙ୍କୁ ଚିହ୍ନଟ କରି ପୋଲିସ ବାହାର କରୁଛି । ବାଣୀବିହାର ପରିସରରେ ୪ ପ୍ଲାଟୁନ୍ ପୋଲିସ ମହଜୁଦ୍ ରହିଛନ୍ତି । ପୋଲିସର ବଡ ପଦକ୍ଷେପକୁ ଛାତ୍ରମାନେ ସହଯୋଗ କରୁଛନ୍ତି । ଅନେକ ଦିନରୁ ଅଣଛାତ୍ର ମାନେ ବାଣୀବିହାରରେ ନିଜର ଆଡ୍ଡାସ୍ଥଳୀ କରି ରଖିଥିଲେ ।