ବିଜେଡିରୁ ଇସ୍ତଫା ଦେଲେ ପ୍ରବୀଣ ଭଞ୍ଜଦେଓ

ବିଜେଡିରୁ ଇସ୍ତଫା ଦେଲେ ପ୍ରବୀଣ ଭଞ୍ଜଦେଓ

ବିଜେଡିରୁ ଇସ୍ତଫା ଦେଲେ ପ୍ରବୀଣ ଭଞ୍ଜଦେଓ
ଭୁବନେଶ୍ୱର: ଆଜି ବିଜେଡି ଛାଡିଲେ ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ । ମୟୂରଭଞ୍ଜ ଜିଲ୍ଲା ସଭା ବିଜେଡି ସଭାପତି ପଦରୁ ମଧ୍ୟ ଦେଇଛନ୍ତି ଇସ୍ତଫା । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ୨୦୦୯ ଓ ୨୦୧୪ରେ ପ୍ରବୀଣ ବିଧାୟକ ହେବା ସହ ମନ୍ତ୍ରୀ ମଧ୍ୟ ଥିଲେ ।