ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା
ଭୁବନେଶ୍ୱର: ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବାକିଥିବା ୧୨ଟି ଲୋକସଭା ଆସନ ମଧ୍ୟରୁ ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ୩୬ଟି ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ପ୍ରସନ୍ନ ପାଟ୍ଟସାଣୀଙ୍କୁ ରାଜ୍ୟସଭା ପଠାଇବାକୁ ଦଳ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନମଣ୍ଡଳୀ :- ଭୁବନେଶ୍ୱର ଲୋକସଭା : ଅରୂପ ପଟ୍ଟନାୟକ ପୁରୀ ଲୋକସଭା : ପିନାକୀ ମିଶ୍ର ମୟୂରଭଞ୍ଜ ଲୋକସଭା : ଡକ୍ଟର ଦେବାଶିଷ ମାରାଣ୍ଡି ଜଗତସିଂହପୁର ଲୋକସଭା : ଡକ୍ଟର ରାଜଶ୍ରୀ ମଲ୍ଲିକ କେନ୍ଦ୍ରାପଡ଼ା ଲୋକସଭା : ଅନୁଭବ ମହାନ୍ତି ସମ୍ବଲପୁର ଲୋକସଭା : ନଳିନୀ ପ୍ରଧାନ ବାଲେଶ୍ୱର ଲୋକସଭା : ରବୀନ୍ଦ୍ର ଜେନା ଯାଜପୁର ଲୋକସଭା : ଶର୍ମିଷ୍ଠା ସେଠୀ ଭଦ୍ରକ ଲୋକସଭା : ମଞ୍ଜୁଲତା ମଣ୍ଡଳ ବିଧାନସଭା ନିର୍ବାଚନମଣ୍ଡଳୀ:- ପରଜଙ୍ଗ: ନୃସିଂହ ଚରଣ ସାହୁ ଛେଣ୍ଡିପଦା: ସୁଶାନ୍ତ କୁମାର ହେହେରା ତେଲକୋଇ: ପ୍ରେମାନନ୍ଦ ନାଏକ କରଞ୍ଜିଆ: ବାସନ୍ତୀ ହେମ୍ବ୍ରୁମ୍ ଭଣ୍ଡାରୀପୋଖରୀ: ପ୍ରଫୁଲ୍ଲ ସାମଲ ରେମୁଣା : ସୁଧାଂଶୁ ଶେଖର ପରିଡ଼ା ଚାନ୍ଦବାଲି : ବ୍ୟୋମକେଶ ରାୟ ସିମୁଳିଆ : ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଧର୍ମଶାଳା : ପ୍ରଣବ ବଳବନ୍ତରାୟ ସୁକିନ୍ଦା : ପ୍ରୀତିରଂଜନ ଘଡେ଼ଇ ପାଟକୁରା : ବେଦପ୍ରକାଶ ଅଗ୍ରୱାଲା ଆଳି : ପ୍ରତାପ ଦେବ ମାହାଙ୍ଗା : ପ୍ରତାପ ଜେନା ସାଲେପୁର : ପ୍ରଶାନ୍ତ ବେହେରା ବାସୁଦେବପୁର : ବିଷ୍ଣୁଦତ ରାଉତରାୟ ଘସିପୁରା : ବଦ୍ରି ନାରାୟଣ ପାତ୍ର ପାଟଣା : ଜଗନ୍ନାଥ ନାଏକ କେନ୍ଦୁଝର : ମାଧବ ସର୍ଦ୍ଧାର ଭୋଗରାଇ : ଅନନ୍ତ ଦାସ ବିଞ୍ଝାରପୁର : ପ୍ରମିଳା ମଲ୍ଲିକ ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ ନୟାଗଡ଼ : ଅରୁଣ ସାହୁ ରଣପୁର : ସତ୍ୟ ନାରାୟଣ ପ୍ରଧାନ ଏକାମ୍ର : ଅଶୋକ ଚନ୍ଦ୍ର ପଣ୍ଡା ବଡ଼ମ୍ବା : ଦେବୀପ୍ରସାଦ ମିଶ୍ର ବାଙ୍କୀ : ଦେବୀରଂଜନ ତ୍ରିପାଠୀ ଢେଙ୍କାନାଳ : ସୁଧିର ସାମଲ ହିନେ୍ଦାଳ : ସୀମାରାଣୀ ନାୟକ କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ ତାଳଚେର : ବ୍ରଜ କିଶୋର ପ୍ରଧାନ ଅନୁଗୁଳ : ରଜନୀକାନ୍ତ ସିଂହ କୁଚିଣ୍ଡା : କିଶୋର ଚନ୍ଦ୍ର ନାୟକ ବ୍ରହ୍ମଗିରି : ସଂଜୟ ଦାସବର୍ମା ସତ୍ୟବାଦୀ : ଉମାକାନ୍ତ ସାମନ୍ତରାୟ ଆଠଗଡ଼ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚୌଦ୍ୱାର-କଟକ : ସୌଭିତ ବିଶ୍ୱାଳ