କାହାକୁ ମିଳିଲା କଂଗ୍ରେସ ଟିକେଟ

କାହାକୁ ମିଳିଲା କଂଗ୍ରେସ ଟିକେଟ

କାହାକୁ ମିଳିଲା କଂଗ୍ରେସ ଟିକେଟ
ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଲୋକସଭା ଆସନ : ବଲାଙ୍ଗୀର : ସମରେନ୍ଦ୍ର ମିଶ୍ର କୋରାପୁଟ : ସପ୍ତଗିରି ଉଲାକା ବିଧାନସଭା ଆସନ ବିଜେପୁର : ରିପୁନାଥ ସେଠ ଭଟଲୀ : ସରୋଜ ମହାପାତ୍ର ଝାରସୁଗୁଡ଼ା : ମହେନ୍ଦ୍ର ନାୟକ ତଳସରା : ଡାକ୍ତର ପ୍ରଫୁଲ୍ଲ ମାଝୀ ସୁନ୍ଦରଗଡ଼ : ଅମିତା ବିଶ୍ୱାଳ ରଘୁନାଥପଲ୍ଲୀ : ପ୍ରଶାନ୍ତ ସେଠୀ ରାଉରକେଲା : ମୁକ୍ତିକାନ୍ତ ବିଶ୍ୱାଳ କୁଚିଣ୍ଡା : ଶୋଭାରାମ ପ୍ରଧାନ ରେଙ୍ଗାଲୀ : ବାଲକ୍ରୀଷ୍ଣା ରୋହିଦାସ ସମ୍ବଲପୁର : ଅଶ୍ୱିନୀ କୁମାର ଗୁରୁ ରେଢାଖୋଲ : ଆସଫ ଅଲ୍ଲୀ ଖାନ ଦେବଗଡ଼ : ଉମାଶଙ୍କର ସାହୁ ଆନନ୍ଦପୁର : ଜୟଦେବ ଜେନା କେନ୍ଦୁଝର : ବିଦ୍ୟାଧର ଦେହୁରୀ ଚମ୍ପୁଆ : ଯଦୁମଣି ବାରିକ କରଞ୍ଜିଆ : ସୁଦାମ ଚରଣ ନାଏକ ଜଳେଶ୍ୱର : ସୁଦର୍ଶନ ଦାସ ନୀଳଗିରି : ମନୋରଂଜନ ଦେବୀ କୋରେଇ : ବନ୍ଦିତା ପରିଡ଼ା ଢେଙ୍କାନାଳ : ନବୀନ ନନ୍ଦ ପାଳଲହରା : ସୁବ୍ରତ ଗଡ଼ନାୟକ ତାଳଚେର : ସୁରେଶ ଚନ୍ଦ୍ର ବେହେରା ଅନଗୁଳ : ବିପ୍ଲବ ଜେନା ଛେଣ୍ଡିପଦା : ସସ୍ମିତା ବେହେରା ଆଠମଲ୍ଲିକ : ବିଜୟାନନ୍ଦ ଚୋଲିଆ ସୋନପୁର : ଚିତରଂଜନ ମିଶ୍ର ଲୋଇସିଂହା : ନବକିଶୋର ନାଏକ ଟିଟିଲାଗଡ଼ : ସୁରେନ୍ଦ୍ର ସିଂହ ଭୋଇ କଂଟାବାଞ୍ଜô : ସନ୍ତୋଷ ସିଂହ ସାଲୁଜା ଉମରକୋଟ : ଯଶୋଦା ରାଣୀ ଗଣ୍ଡ ଜୁନାଗଡ଼ : ଅନୀଲ ସିଂହଦେଓ ଭବାନୀପାଟଣା : ସାଗର ଚରଣ ଦାସ ନର୍ଲା : ଚିତରଂଜନ ମଣ୍ଡଳ ବାଙ୍କୀ : ଡକ୍ଟର ଦେବାଶିଷ ନାୟକ ଆଠଗଡ଼ : ଉମା ବଲ୍ଲଭ ରଥ ବାରବାଟୀ-କଟକ : ମହମ୍ମଦ ମୁକିମ କଟକ ସଦର : ରନôାକର ବେହେରା କେନ୍ଦ୍ରାପଡ଼ା : ଗଣେଶ୍ୱର ବେହେରା ଆଳି : ଦେବେନ୍ଦ୍ର ଶର୍ମା ରାଜନଗର : ଅଂଶୁମାନ ମହାନ୍ତି ଜଗତସିଂହପୁର : ଚିରଂଜିବୀ ବିଶ୍ୱାଳ କାକଟପୁର : ବିଶ୍ୱଭୂଷଣ ଦାସ ବ୍ରହ୍ମଗିରି : ଉମାକାନ୍ତ ବରାଳ ସତ୍ୟବାଦୀ : ପ୍ରସାଦ ହରିଚନ୍ଦନ ଏକାମ୍ର : ରଶ୍ମୀରେଖା ମହାପାତ୍ର ଜଟଣୀ : ସୁରେଶ କୁମାର ରାଉତରାୟ ରଣପୁର : ଶୁଭଶ୍ରୀ ପଣ୍ଡା ଖଲିକୋଟ : ଭୋକାଲି ସେଠୀ ସୋରଡ଼ା : ସଂଗ୍ରାମ ମହାନ୍ତି ଦିଗପହଣ୍ଡି : ପ୍ରଫୁଲ୍ଲ ପଣ୍ଡା (ପୂର୍ବରୁ ବିସ୍ମୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା) ପାରଳାଖେମୁଣ୍ଡି : କେ ସୂର୍ଯ୍ୟା ରାଓ ରାୟଗଡ଼ା : ଅପାଲସ୍ୱାମୀ କାଡ଼ରକା ଲକ୍ଷ୍ମୀପୁର : କୈଳାସ ଚନ୍ଦ୍ର କୁଳେସିକା କୋଟପାଡ଼ : ଚନ୍ଦ୍ରଶେଖର ମାଝୀ