ରଥଯାତ୍ରା ପାଇଁ ତାମିଲନାଡ଼ୁରୁ ୧ କ୍ୱିଣ୍ଟାଲ ଚନ୍ଦନ କାଠ ଆସିବ

ରଥଯାତ୍ରା ପାଇଁ ତାମିଲନାଡ଼ୁରୁ ୧ କ୍ୱିଣ୍ଟାଲ ଚନ୍ଦନ କାଠ ଆସିବ

ରଥଯାତ୍ରା ପାଇଁ ତାମିଲନାଡ଼ୁରୁ ୧ କ୍ୱିଣ୍ଟାଲ ଚନ୍ଦନ କାଠ ଆସିବ
ପୁରୀ: ରଥଯାତ୍ରା ପାଇଁ ତାମିଲନାଡ଼ୁରୁ ୧ କ୍ୱିଣ୍ଟାଲ ଚନ୍ଦନ କାଠ ଆସିବ । ତାମିଲନାଡ଼ୁ ଫରେଷ୍ଟ କଞ୍ଜରଭେସନ ଡିପାର୍ଟମେଣ୍ଟ ପୁରୀ ରଥଯାତ୍ରା ପାଇଁ ଚନ୍ଦନ କାଠ ପ୍ରଦାନ କରିବ । ତେବେ ରଥଯାତ୍ରା ପାଇଁ ୧୦ କ୍ୱିଣ୍ଟାଲ ମଗାଯାଇଥିଲେ ବି ୧ କ୍ୱିଣ୍ଟାଲ ମିଳିବ ବୋଲି ନୀତି ପ୍ରଶାସକ ଅଜୟ ଜେନା କହିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର କର୍ପସ ଫଣ୍ଡ ଟଙ୍କା ଜମା ରଖିବା ପାଇଁ ଟେଣ୍ଡର କରାଯିବ । କର୍ପସ ଫଣ୍ଡ ୧୧ କୋଟି ଟଙ୍କା ଜମା ରଖାଯିବା ପାଇଁ ଆସନ୍ତା ୨୧ ତାରିଖରେ ଟେଣ୍ଡର କରାଯିବ । ଟେଣ୍ଡର ପାଇଁ ୧୦ଟି ଜାତୀୟକରଣ ବ୍ୟାଙ୍କକୁ ପ୍ରାଥମିକତା ଦିଆଯିବ ବୋଲି ନୀତି ପ୍ରଶାସକ ଅଜୟ ଜେନା କହିଛନ୍ତି ।