ରାଜ୍ୟରେ ପୁଣି ୨୫୪୬ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପୁଣି ୨୫୪୬ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପୁଣି ୨୫୪୬ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଜି ୨୫୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୦୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୦୪୨ ଟି ଲୋକାଲ କେସ ରହିଛି । ଏହି ୨୫୪୬ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୨୨୩୯ରେ ପହଞ୍ଚô ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୪୨୭୩ ଜଣ ସୁସ୍ଥ ହୋଇ ସାରିଲେଣି । ବର୍ତ୍ତମାନ ସୁଦ୍ଧ ୨୬୮୯୧ ଜଣ ଚିକିତ୍ସାଧୀନ ରହିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଅନୁଗୁଳରୁ ୨୦୮, ବାଲେଶ୍ୱର ୧୦୩, ବରଗଡ଼ ୯୨, ଭଦ୍ରକ ୩୪, ବଲାଙ୍ଗୀର ୮୫, ବୌଦ୍ଧ ୩୭, କଟକ ୧୩୪, ଦେବଗଡ଼ ୧୪, ଢେ଼ଙ୍କାନାଳ ୨୫, ଗଜପତି ୧୦, ଗଞ୍ଜାମ ୩୪, ଜଗତସିଂହପୁର ୮୬, ଯାଜପୁର ୯୦, ଝାରସୁଗୁଡ଼ା ୫୭, କଳାହାଣ୍ଡି ୭୫, କନ୍ଧମାଳ ୪୯, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୪୩, ଖୋର୍ଦ୍ଧା ୪୧୦, କୋରାପୁଟ ୭୨, ମାଲକାନଗିରି ୨୭, ମୟୂରଭଞ୍ଜ ୧୨୦, ନବରଙ୍ଗପୁର ୬୦, ନୟାଗଡ଼ ୪୮, ନୂଆପଡ଼ା ୮୮, ପୁରୀ ୭୦, ରାୟଗଡ଼ା ୨୧, ସମ୍ବଲପୁର ୮୪, ସୁବର୍ଣ୍ଣପୁର ୪୮, ସୁନ୍ଦରଗଡ଼ ୧୬୧ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୮୬ ଜଣ ଚିହ୍ନଟ ହୋଇଛନ୍ତି ।