ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ

ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ

ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ ହୋଇଛି । । ସେଗୁଡ଼ିକ ହେଉଛି ୧୯-ଏ, ୧୯-ବି, ୨୦-ଏ, ୨୦-ବି ଓ ୨୦-ସି । ୧୯-ଏ ଓ ୧୯-ବି ୟୁରୋପ ଓ ଦକ୍ଷିଣ ପୂର୍ବ ଦେଶରୁ ଆସିଛି । ୨୦-ସି ଭୂତାଣୁ ସ୍ଥାନୀୟ ବିବର୍ତ୍ତନରୁ ସୃଷ୍ଟି ହୋଇଥିବା ନେଇ ଜଣାପଡ଼ିଛି ।୨୨୫ ଟି ସାମ୍ପଲରୁ ଏହି ଗବେଷଣା କରାଯାଇଥିଲା । ୧୩ ରାଜ୍ୟରୁ ଫେରିଥିବା ଲୋକଙ୍କ ସାମ୍ପଲ ନେଇ ଏହି ଗବେଷଣା କରାଯାଇଥିଲା । ଆରଏମଆରସି , ଆଇଏଲଏସର ମିଳିତ ଭାବେ ହୋଇଥିବା ସାମ୍ବାଦିକ ସମ୍ମିଳନୀରୁ ଏହି ସୂଚନା ମିଳିଛି ।