ଆଉ ୨୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଆଉ ୨୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଆଉ ୨୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୪୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୨ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୧୦୨ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨୧୦୬ରେ ପହଁଚିଛି । ୩୨୮୦୪୩ ଜଣ ସୁସ୍ଥ ହୋଇଥିବାବେଳେ ୨୧୧୮ଜଣ ଚିକିତ୍ସାଧୀନ ଅଛନ୍ତି । ଆଜି ଅନୁଗୁଳରୁ ୧୫ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୯, ବରଗଡ଼ ୨୩, ଭଦ୍ରକ ୩, ବଲାଙ୍ଗିର ୧୯, କଟକ ୫, ଦେଓଗଡ଼ ୧, ଗଜପତି ୧୯, ଜଗତସିଂହପୁର ୧, ଯାଜପୁର ୧୦, ଝାରସୁଗୁଡ଼ା ୧୯, କଳାହାଣ୍ଡି ୧, କନ୍ଧମାଳ ୭, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୭, ଖୋର୍ଦ୍ଧା ୯, ମାଲକାନଗିରି ୧, ମୟୂରଭଞ୍ଜ ୫, ନୂଆପଡ଼ା ୪, ପୁରୀ ୮, ରାୟଗଡ଼ା ୮, ସମ୍ବଲପୁର ୩୭, ସୋନପୁର ୪, ସୁନ୍ଦରଗଡରୁÿ ୨୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ୨ ବୋଲି ଜଣାଯାଇଛି ।