ଶଙ୍କରାଚର୍ଯ୍ୟଙ୍କ ପରାମର୍ଶ ଜରୁରୀ

ଶଙ୍କରାଚର୍ଯ୍ୟଙ୍କ ପରାମର୍ଶ ଜରୁରୀ

ଶଙ୍କରାଚର୍ଯ୍ୟଙ୍କ ପରାମର୍ଶ ଜରୁରୀ
ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ ଦେଇଛନ୍ତି । ଐତିହ ସଂପନ୍ନ ମଠମନ୍ଦିର ଭଙ୍ଗା ବେଳେ ଶଙ୍କରାଚର୍ଯ୍ୟଙ୍କ ପରାମର୍ଶ ଜରୁରୀ ରହିଛି ବୋଲି ସୁପ୍ରିମକୋର୍ଟ କହିଛି । ବରିଷ୍ଠ ସେବାୟତଙ୍କ ପରାମର୍ଶ ନେବାକୁ ମଧ୍ୟ କୋର୍ଟଙ୍କ ନିଦେ୍ର୍ଧଶ ରହିଛି । ବର୍ତମାନ ସୁଦ୍ଧା ହୋଇଥିବା ଉଚ୍ଛେଦର ଷ୍ଟାଟସ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମକୋର୍ଟ । ପରବର୍ତୀ ଶୁଣାଣି ପାଇଁ ଅକ୍ଟୋବର ୨୨କୁ ଦିନ ଧାର୍ଯ୍ୟ କଲେ କୋର୍ଟ ।