ଆସନ୍ତାକାଲି ବିଧାନସଭାର ଉପବାଚସ୍ପତି ନିର୍ବାଚନ

ଆସନ୍ତାକାଲି ବିଧାନସଭାର ଉପବାଚସ୍ପତି ନିର୍ବାଚନ

 ଆସନ୍ତାକାଲି ବିଧାନସଭାର ଉପବାଚସ୍ପତି ନିର୍ବାଚନ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ବିଧାନସଭାର ଉପବାଚସ୍ପତି ନିର୍ବାଚନ କରାଯିବ । ଏ ସମ୍ପର୍କରେ ଆଜି ବାଚସ୍ପତି ବିଧାନସଭାରେ ଘୋଷଣା କରିଛନ୍ତି । ଏନେଇ ପ୍ରାର୍ଥୀ ଆଜି ୧୨ଟା ଭିତରେ ଆବେଦନ ପ୍ରସ୍ତାବ ନୋଟିସ କରିପାରିବେ । ତେବେ ଗୁରୁବାର ବିଧାନସଭାର ଉପବାଚସ୍ପତି ନିର୍ବାଚନ କରାଯିବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି ।