ନିଖୋଜ ଏଏନ-୩୨ ବିମାନରେ ଥିବା ୧୩ ଜଣ ମୃତ

ନିଖୋଜ ଏଏନ-୩୨ ବିମାନରେ ଥିବା ୧୩ ଜଣ ମୃତ

 ନିଖୋଜ ଏଏନ-୩୨  ବିମାନରେ ଥିବା ୧୩ ଜଣ ମୃତ
ଭୁବନେଶ୍ୱର: ଅରୁଣାଚଳ ପ୍ରଦେଶର ପାର୍ବତ୍ୟାଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିବା ବାୟୁସେନା ଏଏନ-୩୨ ବିମାନରେ ଆଉ କେହି ଜୀବିତ ନାହାନ୍ତି । ଭାରତୀୟ ବାୟୁସେନା କେହି ଜୀବିତ ନଥିବା ଘୋଷଣା କରିଛନ୍ତି । ନିଖୋଜ ବିମାନରେ ଥିବା ୧୩ ଜଣ ମୃତ ବୋଲି ଘୋଷଣା କରାଯାଇଛି । ବିମାନରେ ଥିବା ଓଡିଆ ପାଇଲଟ ସୁନିତ ମହାନ୍ତିଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଦୁର୍ଘଟଣାସ୍ଥଳରେ ଆଇଏଏଫର ସ୍ୱତନ୍ତ୍ର ଟିମ ପହଂଚି ମୃତ ଦେହକୁ ଠାବ କରିଛନ୍ତି । ଜୁନ ୩ରେ ଭାରତୀୟ ବାୟୁସେନା ବିମାନ ଏଏନ-୩୨ ନିଖୋଜ ଥିଲା