ରାଜ୍ୟରେ ଆଉ ୨୯୮ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୨୯୮ କରୋନା ଆକ୍ରାନ୍ତ ସୁସ୍ଥ

 ରାଜ୍ୟରେ ଆଉ ୨୯୮ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୫୦୭ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୪୯, ଅନୁଗୁଳରେ ୪୮, କଟକରେ ୨୪, କେନ୍ଦ୍ରାପଡ଼ାରେ ୧୬, ବାଲେଶ୍ୱରରେ ୧୫, କେନ୍ଦୁଝରରେ ୧୫, ଝାରସୁଗୁଡ଼ାରେ ୧୪, ଯାଜପୁରରେ ୧୩, ଖୋର୍ଦ୍ଧାରେ ୧୨, ମୟୂରଭଞ୍ଜରେ ୧୨, ବରଗଡ଼ରେ ୧୦, ବଲାଙ୍ଗୀରରେ ୧୦, ସମ୍ବଲପୁରରେ ୮, ଦେବଗଡ଼ରେ ୬, ଗଞ୍ଜାମରେ ୬, ନବରଙ୍ଗପୁରରେ ୬, ଭଦ୍ରକରେ ୫, ଜଗତସିଂହପୁରରେ ୫, ନୂଆପଡ଼ାରେ ୪, ରାୟଗଡ଼ାରେ ୩, ବୌଦ୍ଧରେ ୨, କଳାହାଣ୍ଡିରେ ୨, କୋରାପୁଟରେ ୨, ନୟାଗଡ଼ରେ ୨, ମାଲକାନାଗିରିରେ ୧ ଓ ରାଜ୍ୟ ପୁଲରୁ ୮ ଜଣ ସୁସ୍ଥ ହୋଇଛନ୍ତି ।