୨ ବ୍ୟାଙ୍କ ଅଧିକାରୀ ଗିରଫ

୨ ବ୍ୟାଙ୍କ ଅଧିକାରୀ ଗିରଫ

 ୨ ବ୍ୟାଙ୍କ ଅଧିକାରୀ ଗିରଫ
ଅନୁଗୁଳ: ଅନୁଗୁଳ ୟୁନାଇଟେଡ କେନ୍ଦ୍ର ସମବାୟ ବ୍ୟାଙ୍କର ୨ ଅଧିକାରୀ ଗିରଫ କରାଯାଇଛି । ଜାଲିଆତି ମାମଲାରେ ୨ ଅଧିକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଂଚ EOW । ପୂର୍ବତନ ଆକାଉଂଟାଟ ସହଦେବ ସାହୁ ଗିରଫ । ଏବଂ ଭାରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶାନ୍ତନୁ କୁମାର ବରାଳ ମଧ୍ୟ ଗିରଫ ହୋଇଛନ୍ତି । ବିଭିନ୍ନ ଜାଲ ଆକାଉଂଟରେ ୧.୧୫ କୋଟି ଟଙ୍କା ଠକୋଇ ଅଭିଯୋଗ ହୋଇଥିଲା । ୨୦୧୫-୧୬ରେ ୬୫ଟି ଜାଲ ଆକାଉଂଟ ଖୋଲିଥିଲେ ।